29.1 C
Bhubaneswar
Wednesday, May 1, 2024
Homeଅପରାଧ୮ ବର୍ଷର ଶିଶୁକୁ ପିଟି ମାରିଲା ମାଆ

୮ ବର୍ଷର ଶିଶୁକୁ ପିଟି ମାରିଲା ମାଆ

ମାଲକାନାଗିରି : ୮ ବର୍ଷର ଶିଶୁକୁ ତା’ର ମା’ ପିଟିପିଟି ମାରିଦେବାର ସୂଚନା । କାଲିମେଳା ଥାନା ତୁମ୍ବାଗୁଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ନିଶାସକ୍ତ ଅବସ୍ଥାରେ ମହିଳା ଜଣକ ପିଟିକି ମାରିଥିବା ଅଭିଯୋଗ ହୋଇଛି । ଶିଶୁ ବାପାଙ୍କ ଅଭିଯୋଗ ଆଧାରରେ ମହିଳା ଜଣଙ୍କ ଥାନାରେ ଅଟକ ରଖାଯାଇଛି ।

ବିନା ଅନୁମତିରେ ବେଲୁନ୍ ଉଡ଼ାଇବା ଅପରାଧ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking