ବିନା ଅନୁମତିରେ ବେଲୁନ୍ ଉଡ଼ାଇବା ଅପରାଧ

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ସମୟରେ ରାଜନୈତିକ ଦଳର ନେତାମାନେ ବିନା ଅନୁମତିରେ ବେଲୁନ୍ ଉଡ଼ାଇ ପାରିବେ ନାହିଁ କିମ୍ବା ବିନା ଅନୁମତିରେ ପ୍ରଚାର ଗାଡି ଚଲାଇ ପାରିବେ ନାହିଁ। ସଭାରେ ଲାଉଡ ସ୍ପିକର ବ୍ୟବହାର ପାଇଁ ନିର୍ବାଚନ ଅଧିକାରୀଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ବିନା ଅନୁମତିରେ ପ୍ରଚାର କରାଗଲେ ଆଚରଣ ବିଧି ଉଲ୍ଲଂଘନ ଆଧାରରେ ପ୍ରାର୍ଥୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରାର୍ଥୀ ପ୍ରଚାର ପାଇଁ ଅନୁମତି ମାଗିବା ପାଇଁ ମୁଖ୍ୟ ନିର୍ବାଚନ କାର‌୍ୟ୍ୟାଳୟ ଆବେଦନ … Continue reading ବିନା ଅନୁମତିରେ ବେଲୁନ୍ ଉଡ଼ାଇବା ଅପରାଧ