36.1 C
Bhubaneswar
Thursday, May 2, 2024
Homeଓଡିଶାମୁକ୍ତା ଯୋଜନା ପ୍ରକଳ୍ପ କାର୍ଯ୍ୟ ଭଙ୍ଗାରୁଜା ଘଟଣା : ବିଧାୟକଙ୍କ ୩ ସହଯୋଗୀ ଗିରଫ

ମୁକ୍ତା ଯୋଜନା ପ୍ରକଳ୍ପ କାର୍ଯ୍ୟ ଭଙ୍ଗାରୁଜା ଘଟଣା : ବିଧାୟକଙ୍କ ୩ ସହଯୋଗୀ ଗିରଫ

ଦେବଗଡ଼: ମିଶନଶକ୍ତି ମହିଳା ଏସଏଚଜିଙ୍କ ପୌରପରିଷଦ ଉନ୍ନୟନ କାର୍ଯ୍ୟର ବିଧାୟକଙ୍କ ଭଙ୍ଗା ଘଟଣାରେ ଗିରଫ ହେଲେ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ୩ ସହଯୋଗୀ । ପ୍ରକଳ୍ପ କାର୍ଯ୍ୟ ଭାଙ୍ଗୁ ଥିବା ବେଳର ଭିଡିଓ ଫୁଟେଜ ଆଧାରରେ ଗିରଫ କଲା ଦେବଗଡ଼ ଥାନା ପୁଲିସ, ହରି ଓଁ ଏସଏଚଜି ଗ୍ରୁପର ରିପୋର୍ଟ ଆଧାରରେ ଦଫା ୧୨୦ବି, ୪୨୭,୫୦୬ ଆଇପିସି ଓ ୩ ପିଡିପିପି ଆକ୍ଟ ରେ ମାମଲା ୠଜୁକରି ଘଟଣାର ତଦନ୍ତ ଚଳାଇଛି ପୁଲିସ । ଗିରଫ ଅଭିଯୁକ୍ତ ମାନେ ରାଜକୁମାର ମୁଣ୍ଡା, ବଳିଆ ପାତ୍ର ଓ ସୁମନ୍ତ ଭୋଜ, ସୂଚନା ଦେଲେ ଏସଡିପିଓ ଅନିଲ କୁମାର ବେଉରିଆ। ଆଗକୁ ଗିରଫ ସଂଖ୍ୟା ବୃଦ୍ଧି ହେବ ବୋଲି ସୂଚନା ଦେଲେ ଆଇଆଇସି ସୁରେନ୍ଦ୍ର କୁମାର ନାୟକ ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଉରକେଲା ଓ କଟକର ଶତାଧିକ ହକିପ୍ରେମୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking