31.1 C
Bhubaneswar
Friday, May 10, 2024
Homeଓଡିଶାସ୍କୁଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସ୍କୁଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ଧରୁଆଡିହି ଥାନା କୁଲଟା ପଞ୍ଚାୟତର ଲମଟି ଗ୍ରାମର ସ୍କୁଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଲମଟି ଗ୍ରାମର ଦେବାନନ୍ଦ ସୁନ୍ୟାନି ବୋଲି ଜଣାପଡ଼ିଛି। କୌଣସି ଏକ ଧାରୁଆ ଅସ୍ତ୍ରରେ ତାର ଗଳା କାଟି ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି।

ହତ୍ୟା ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି। ଆଜି ସକାଳୁ ସ୍ଥାନୀୟ ଲୋକେ ଦେବାନନ୍ଦଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ।

ସ୍ତ୍ରୀକୁ ଆକ୍ରମଣ ଅଭିଯୋଗରେ ସ୍ୱାମୀ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking