ସ୍ତ୍ରୀକୁ ଆକ୍ରମଣ ଅଭିଯୋଗରେ ସ୍ୱାମୀ ଗିରଫ

ଭୁବନେଶ୍ୱର: ସ୍ତ୍ରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ସ୍ୱାମୀଙ୍କୁ ଗିରଫ କଲା ଇନଫୋସିଟି ଥାନା ପୁଲିସ । ଗିରଫ ଜଣଙ୍କ ହେଲେ ନୟାଗଡ଼ ଜିଲ୍ଲା ସଦର ଥାନା ଅଞ୍ଚଳର ବ୍ରଜବନ୍ଧୁ ମହନ୍ତ(୩୬) । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଏବଂ ବ୍ରଜବନ୍ଧୁ ଉଭୟ ଗତ ୧୫ ବର୍ଷ ହେବ ଇନଫୋସିଟି ଥାନା ଅନ୍ତର୍ଗତ ପ୍ରଶାନ୍ତି ବିହାର ଅଞ୍ଚଳରେ ରହିଆସୁଛନ୍ତି । ବିବାହ ପରଠାରୁ ବାପ ଘରୁ ଅଧିକ ଟଙ୍କା ଆଣିବା ନିମନ୍ତେ ଦାବି କରି ବ୍ରଜବନ୍ଧୁ ଅଭିଯୋଗକାରିଣୀଙ୍କ ସହିତ ନିୟମିତ … Continue reading ସ୍ତ୍ରୀକୁ ଆକ୍ରମଣ ଅଭିଯୋଗରେ ସ୍ୱାମୀ ଗିରଫ