34.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଅଭିଯୁକ୍ତର ତୁରନ୍ତ ଗିରଫ ଦାବି କଲା ବିଜେପି

ଅଭିଯୁକ୍ତର ତୁରନ୍ତ ଗିରଫ ଦାବି କଲା ବିଜେପି

ମାହାଙ୍ଗା: ମାହାଙ୍ଗା ବ୍ଲକର ପୂର୍ବତନ ଅଧକ୍ଷ ତଥା ସ୍ଥାନୀୟ ବିଜେପି ନେତା କୁଳମଣୀ ବରାଳଙ୍କ ହତ୍ୟାକାଣ୍ଡ ସିବିଆଇ ତଦନ୍ତ ଦାବି ଓ ହତ୍ୟାକାଣ୍ଡ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଛି ବିଜେପି । ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ନେତୃତ୍ଵରେ ବିଜେପି କର୍ମୀ ଓ ସମର୍ଥକମାନେ ଆଜି ଏକ ଶୋଭାଯାତ୍ରାରେ କେନ୍ଦ୍ରାପଡା ସହର ପରିକ୍ରମା କରିବା ପରେ ସ୍ଥାନୀୟିଥ କେନ୍ଦ୍ରାପଡା ଟାଉନ ଥାନାରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଏହି ହତ୍ୟାକାଣ୍ଡ ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ହତ୍ୟାକାଣ୍ଡ ରେ ସମ୍ପୃକ୍ତ ରହିଥିବା ବିଜେପି ଅଭିଯୋଗ କରିଛି । ଏଥିସହ ବିଜେପି କର୍ମୀମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking