28.1 C
Bhubaneswar
Friday, April 26, 2024
HomeUncategorizedଟାଟା ସ୍କାଏ ଦେଉଛି ଗୋଟିଏ ମାସର ଫ୍ରି ସବସ୍କ୍ରିପସନ,ଏହିଭଳି ଉଠାନ୍ତୁ ଲାଭ

ଟାଟା ସ୍କାଏ ଦେଉଛି ଗୋଟିଏ ମାସର ଫ୍ରି ସବସ୍କ୍ରିପସନ,ଏହିଭଳି ଉଠାନ୍ତୁ ଲାଭ

ନୂଆଦିଲ୍ଲୀ: ଟାଟା ସ୍କାଏ ଉପଭୋକ୍ତାକାରୀଙ୍କ ପାଇଁ ଖୁସି ଖବର । କାରଣ ଟାଟା ସ୍କାଏ ଏବେ ଗୋଟିମ ମାସ ପାଇଁ ଫ୍ରି ସବସ୍କ୍ରିପସନ ଅଫର ଦେଉଛି । ।ହାର ଳାଭ ଆପଣ ଉଠାଇ ପାରିବେ । ତେବେ ଟାଟା ସ୍କାଏ ମାର୍ଚ୍ଚ ମାସରୁ ହିଁ,ନିଜ ଉପଭୋକ୍ତାଙ୍କ ପାଇଁ ଟ୍ରାଏ ଦ୍ୱାରା କରାଯାଇଥିବା ନୂଆ ତାରିଫ୍ ପଲିସି ଲାଗୁ କରିଛି । ଯେଉଁଥିପାଇଁ, ଏହି ନୂଆ ନିୟମ ଲାଗୁ ହେବା ଦ୍ୱାରା ବ୍ୟବହାରକାରୀଙ୍କୁ ପୂର୍ବ ଅପେକ୍ଷା ଦୁଇ ଗୁଣା ଫ୍ରି ଟୁ ଏୟାର ଚ୍ୟାନେଲର ଅଫର ଦିଆଯାଉଛି । ଏହାସହ ବ୍ୟବହାରକାରୀଙ୍କୁ ମଧ୍ୟ ମଲ୍ଟି ଟିଭି କନେକ୍ସନ ପାଇଁ କମ୍ ଚାର୍ଜ ଦେବାକୁ ପଡୁଛି । ତେବେ ଟାଟା ସ୍କାଏ ବ୍ୟତୀତ, ଅନ୍ୟ ଡିଟିଏଚ୍ ସେବା ପ୍ରଦାନକାରୀ ସଂସ୍ଥା, ପୂର୍ବ ବର୍ଷ ଲାଗୁ ହୋଇଥିବା ଏନଟିଓ ୧.୦ ଅନୁସାରେ, କ୍ରମଶଃ ୩ ମାସ, ୬ ମାସ ଓ ଏକ ବର୍ଷ ପର୍ଯ୍ୟନ୍ତ ଅବଧି ବିଶିଷ୍ଟ ଲଙ୍ଗ୍ ଟର୍ମ ଚ୍ୟାନେଲ ପ୍ୟାକ ଆରମ୍ଭ କରିଥିଲେ । ନୂଆ ତାରିଫ୍ ଅର୍ଡର ଲାଗୁ ହେବା ପରେ ଏବେ ଟାଟା ସ୍କାଏ, ନିଜର ନୂଆ ଲଙ୍ଗ ଟର୍ମ ରିଚାର୍ଜ ପ୍ୟାକ୍ ଆରମ୍ଭ କରିଛି । ଏହି ପ୍ୟାକରେ ଉପଭୋକ୍ତାଙ୍କୁ ଅତିରିକ୍ତ ଭାଲିଡିଟି ଅଫର ପ୍ରଦାନ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking