34.1 C
Bhubaneswar
Saturday, April 27, 2024
Homeଓଡିଶାଆଜିଠୁ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ

ଆଜିଠୁ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ

ନବରଙ୍ଗପୁର : ଆଜିଠୁ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ । ସକାଳ ୫ଟାରୁ ଜିଲ୍ଲାରେ ସଟ୍‌ଡାଉନ ଲାଗୁ ହୋଇଛି । ୨୨ ତାରିଖ ମଧ୍ୟରାତ୍ରି ଯାଏ ସଟ୍‌ଡାଉନ ବଳବତ୍ତର ରହିବ । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ପାଇଁ ସକାଳ ୬ଟାରୁ ଦିନ ୧ଟା ପର‌୍ୟ୍ୟନ୍ତ ଖୋଲିବ ଦୋକାନ । କେବଳ କ୍ଷୀର, ପରିବା, ଗ୍ରୋସରୀ ଦୋକାନ ଖୋଲାରହିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking