32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଦେଶରେ କରୋନା ମୃତ୍ୟୁସଂଖ୍ୟା ୨୮ହଜାର ଟପିଲା, ୨୪ଘଣ୍ଟାରେ ୩୭ହଜାର ୧୪୮ ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୮ହଜାର ଟପିଲା, ୨୪ଘଣ୍ଟାରେ ୩୭ହଜାର ୧୪୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୮ହଜାର ୮୪କୁ ବୃଦ୍ଧି । ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୫୫ହଜାର ୧୯୧ରେ ପହଂଚିଲା । ୨୪ଘଣ୍ଟାରେ ୩୭ହଜାର ୧୪୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳ ୮୫୭ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ଦେଶରେ ୪ଲକ୍ଷ ୨ହଜାର ୫୨୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବାବେଳେ ୭ଲକ୍ଷ ୨୪ହଜାର ୫୭୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ୩ଲକ୍ଷ ୧୮ହଜାର ୬୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୨ହଜାର ୩୦ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଧ୍ରପ୍ରଦେଶରେ – ୬୯୬ ଜଣ, ଅରୁଣାଚଳ ପ୍ରଦେଶରେ – ୩ ଜଣ, ଆସାମରେ – ୫୮ ଜଣ, ବିହାରରେ – ୨୧୭ ଜଣ , ଚଣ୍ଡିଗଡ଼ରେ – ୧୨ ଜଣ, ଛତିଶଗଡ଼ରେ – ୨୫ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ – ୨ ଜଣ, ଦିଲ୍ଲୀରେ – ୩୬୬୩ ଜଣ, ଗୋଆରେ – ୨୩ ଜଣ, ଗୁଜରାଟରେ – ୨୧୬୨ ଜଣ, ହରିୟାଣାରେ – ୩୫୫ ଜଣ, ହିମାଚଳ ପ୍ରଦେଶରେ – ୧୧ ଜଣ, ଜମ୍ମୁ ଓ କଶ୍ମୀରରେ – ୨୫୪ ଜଣ , ଝାଡ଼ଖଣ୍ଡରେ – ୫୩ ଜଣ, କର୍ଣ୍ଣାଟକରେ – ୧୪୦୩ ଜଣ, କେରଳରେ – ୪୩ ଜଣ, ଲଦାଖରେ – ୨ ଜଣ, ମଧ୍ୟପ୍ରଦେଶରେ – ୭୩୮ ଜଣ, ମହାରାଷ୍ଟ୍ରରେ – ୧୨୦୩୦ ଜଣ, ମେଘାଳୟରେ – ୪ ଜଣ, ଓଡ଼ିଶାରେ – ୯୭ ଜଣ, ପୁଦ୍ଦୁଚେରୀରେ – ୨୯ ଜଣ, ପଞ୍ଜାବରେ – ୨୬୨ ଜଣ, ରାଜସ୍ଥାନରେ – ୫୬୮ ଜଣ, ତାମିଲନାଡୁରେ – ୨୫୫୧ ଜଣ, ତେଲେଙ୍ଗାନାରେ – ୪୨୨ ଜଣ, ତ୍ରିପୁରାରେ – ୭ ଜଣ, ଉତ୍ତରାଖଣ୍ଡରେ – ୫୫ ଜଣ, ଉତ୍ତରପ୍ରଦେଶରେ – ୧୧୯୨ ଜଣ ଏବଂ ପଶ୍ଚିମବଙ୍ଗରେ – ୧୧୪୭ ଜଣ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking