33.1 C
Bhubaneswar
Friday, April 26, 2024
HomeUncategorizedକେନାଲରେ ଖସିଲା କାର ;୪ ମୃତ

କେନାଲରେ ଖସିଲା କାର ;୪ ମୃତ


ମଥୁରା : ମଥୁରାର ସେରଗଡ଼ ଥାନା ଅନ୍ତର୍ଗତ ଏକ ପୋଲରେ କାରଟି ବାଜି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା ।ସୂଚନା ପାଇ ମଥୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠେଇଥିଲ ।
ଥାନା ପ୍ରଭାରୀ ସରୋଜ ମଲିକଙ୍କ କହିବା ଅନୂସାରେ କାରରେ ମୋଟ ୮ଜଣ ଲୋକ ଥିେଲେ ।ସେମାନେଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୪ ଜଣ ଗଭୀର ଆହତ ହୋଇଛନ୍ତି । ସେମାନଙ୍କୁ ପାଖ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ଏହି କାରରେ କୁଁଅର ପାଲ ,ପୁଅ କିଶୋରି ପାଲ ,ହସନ ପୁରର ମୋହନ ଶ୍ୟାମ , ବଦାୟୁର ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲ। । ଏହି ଖବର ଶୁଣି ପରିବାର ବର୍ଗ ଓ ଗ୍ରାମ ଲୋକଙ୍କ ମଧ୍ୟରେ ଗଭୀର ଶୋକ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking