ଦିଲ୍ଲୀରେ କୋରନା ସ୍ଥିତି ସମୀକ୍ଷା କରିବେ ଅମିତ ସାହା

ନୂଆଦିଲ୍ଲୀ : ଦିଲ୍ଲୀରେ କୋରନା ପୁଣି ଉପରମୁହାଁ । ରାଜଧାନୀରେ ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେଉଛି । ଏ ନେଇ ଆଜି ସଂଦ୍ଧ୍ୟାରେ ଏକ ବୈଠକ ରେ ସମୀକ୍ଷା କରିବେ ଗୃହମନ୍ତ୍ରୀ ଅମିତ ସାହା । ଦିଲ୍ଲୀରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିରୱାଲ ମଧ୍ୟ ଯୋଗ ଦେବେ ।
ଏହି ବୈଠକରେ କୋରନା ମୁକାବିଲା ପାଇଁ ଆଲୋଚନା କରାଯିବ ଓ ଆବଶ୍ୟକ ଅନୂଯାୟୀ କେନ୍ଦ୍ର ସରକାରଙ୍କ ତରଫରୁ ସମ୍ପୁର୍ଣ୍ଣ ସହାୟତା ରହିବ ବୋଲି ଗୃହ ମନ୍ତ୍ରଳାୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here