ମହାନଦୀରୁ ଉଦ୍ଧାର ହେଲେ ମହିଳା

     

କଟକ : ମହାନଦୀରୁ ଉଦ୍ଧାର ହେଲେ ମହିଳା । ମଧୁସୂନନ ସେତୁରୁ ତଳକୁ ଖସିପଡ଼ିଥିଲେ ବୋଲି ସୂଚନା ମିଳିଛି । ସ୍ଥାନୀୟ ଲୋକମାନେ ମହିଳା ଜଣକଙ୍କୁ ପାଣିରେ ପଡ଼ିଯାଇଥିବାର ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲ । ତେବେ ମହିଳା ଜଣକ ଏବେ ସୁସ୍ଥ ଥିବା ଜଣା ପଡ଼ିଛି । ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ତେଣୁ ମହିଳା ଜଣକ ସୁସ୍ଥ ହୋଇ ତାଙ୍କ ପରିଚୟ ଦେବାପେରେ ପୋଲିସ ପଚାରା ଉଚରା କରିବ ।

LEAVE A REPLY

Please enter your comment!
Please enter your name here