33.1 C
Bhubaneswar
Saturday, April 27, 2024
Homeଅପରାଧନାବାଳିକାଙ୍କୁ ବଳତ୍କାର ଅଭିଯୋଗରେ ଯୁବକ ଗିରଫ

ନାବାଳିକାଙ୍କୁ ବଳତ୍କାର ଅଭିଯୋଗରେ ଯୁବକ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଳା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ ୧୭ବର୍ଷୀୟା ନାବାଳିକାଙ୍କୁ ୨୦୧୯ ମସିହା ଜୁନ ମାସରେ ଜଣେ ୨୨ ବର୍ଷୀୟ ଯୁବକ ପ୍ରେମ ଜାଲରେ ଫସାଇ ବଳତ୍କାର କରି ଫେରାର ଥିଲେ । ଏନେଇ ନାବଳିକା ଜଣକ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ।ସେହି ଦିନଠାରୁ ଯୁବକ ଜଣକ ଫେରାର ଥିଲେ। ଗୁରୁବାର ତୁରୁମୁଙ୍ଗା ଥାନା ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଉଛନ୍ତି ବାରିଆ ଥାନା କଙ୍କଡା ନୂଆଗାଁ ଗ୍ରାମର ମହୋନ ନାଏକଙ୍କ ପୁଅ ରହିନ ନାଏକ। ଏନେଇ ତୁରୁମୁଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ବାରେନ୍ଦ୍ର ଶିଆଲ ସୂଚନା ଦେଇଛନ୍ତି।
https://onakhabar.com/2020/01/24/elephant-attack-2-dead-4-injured/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking