33.1 C
Bhubaneswar
Saturday, April 27, 2024
Homeଅପରାଧପୁଣି ଲଜ୍ଜା,୬ବର୍ଷର ନାବାଳିକାଙ୍କୁ ଗାଁ ମୁଖିଆ କଲା ଦୁଷ୍କର୍ମ

ପୁଣି ଲଜ୍ଜା,୬ବର୍ଷର ନାବାଳିକାଙ୍କୁ ଗାଁ ମୁଖିଆ କଲା ଦୁଷ୍କର୍ମ

ଗଞ୍ଜାମ : ଦେଶରେ ନାରୀ ନିର୍ଯ୍ୟାତନାର ପରିମାଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି | ମନୁଷ୍ୟର କ୍ରୁର କାମନାରୁ ବାଦ୍ ପଡୁ ନାହାଁନ୍ତି ନିଷ୍ପାପ ଶିଶୁମାନେ | ପୁଣି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଘଟିଛି ଆଉ ଏକ ଲଜ୍ଜାଜନକ ଘଟଣା । ଲୋକଙ୍କୁ ନ୍ୟାୟ ଦେଉଥିବା ଖୋଦ ଗାଁ ମୁଖିଆ ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାହା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।ପାଟପୁର ଥାନାରେ ଗାଁ ମୁଖିଆଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ୬ବର୍ଷର ନାବାଳିକା । ୬ ବର୍ଷର ନାବାଳିକାଙ୍କୁ ଖୋଦ୍ ଗାଁ ମୁଖିଆ ଦୁଷ୍କର୍ମ କରିଥିବବେଳେ ଗ୍ରାମବାସୀଙ୍କ ସହଯୋଗ ନ ପାଇ ଚାଇଲ୍ଡ ଲାଇନ ମାଧ୍ୟମରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ନାବାଳିକା । ଅଭିଯୋଗ ପରେ ପାଟପୁର ପୋଲିସ ଘଟଣାକୁ ଗୁରୁତ୍ବର ସହ ନେଇ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking