39.8 C
Bhubaneswar
Thursday, April 18, 2024
Homeଅପରାଧପୁଟୁରା ସେବାଶ୍ରମର ପ୍ରଧାନ ଶିକ୍ଷକଙ୍କ ଆତ୍ମହତ୍ୟା

ପୁଟୁରା ସେବାଶ୍ରମର ପ୍ରଧାନ ଶିକ୍ଷକଙ୍କ ଆତ୍ମହତ୍ୟା

ଜୟପୁର: ଜୟପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସକାଳେ ଜୟପୁର ବ୍ଲକ୍ ଅନ୍ତର୍ଗତ ପୁଟୁରା ସେବାଶ୍ରମର ପ୍ରଧାନଶିକ୍ଷକ ଆତ୍ମହତ୍ୟା କରିଛନ୍ତି । ମୃତ ପ୍ରଧାନଶିକ୍ଷକଙ୍କ ବୟସ ପ୍ରାୟ ୫୨ବର୍ଷ ହେବ । ତାଙ୍କ ନାମ ସୁବାସ ଚନ୍ଦ୍ର ସାବତ ।
ସୂଚନା ଅନୁସାରେ, ସୁବାଷ ତାଙ୍କ ଘର ସଂଲଗ୍ନ ଦୋକାନ ଘରେ ସେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା କଥା ଆଜି ସକାଳେ ତାଙ୍କ ପରିବାର ଲୋକେ ଜାଣିବାକୁ ପାଇଲେ । କେଉଁ କାରଣ ପାଇଁ ସୁବାଷ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡ଼ିନାହିଁ । ଜୟପୁର ସଦର ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପୁରୁଣା ମେଡିକାଲକୁ ପଠାଇଛି । ରିପୋର୍ଟ ମିଳିବା ପରେ ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ କହିଛି ।
https://onakhabar.com/2019/12/08/talcher-mla-case/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking