32.1 C
Bhubaneswar
Thursday, May 9, 2024
Homeରାଜସ୍ଥାନ ବିଧାନସଭା ନିର୍ବାଚନ -2023ରାଜସ୍ଥାନ ବିଧାନସଭା ନିର୍ବାଚନ : ପ୍ରଥମ ପର୍ଯାୟ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ରାଜସ୍ଥାନ ବିଧାନସଭା ନିର୍ବାଚନ : ପ୍ରଥମ ପର୍ଯାୟ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଜୟପୁର : ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ରାଜସ୍ଥାନ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ପାର୍ଟି ପକ୍ଷରୁ ସଚିନ ପାଇଲଟ ଏବଂ ଅଶୋକ ଗେହଲଟଙ୍କୁ ଟିକେଟ ମିଳିଛି । ସରଦରପୁରାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟିକେଟ୍ ମିଳିଛି । କଂଗ୍ରେସର ଏହି ଲିଷ୍ଟରେ ୫ ଜଣ ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି । କଂଗ୍ରେସ ପାର୍ଟି ଜାରି କରିଥିବା ଲିଷ୍ଟରେ ୪ ଜଣ ଏସସି, ୪ଟି ଏସଟି, ୯ ଜାଟ୍‌ ନେତାଙ୍କ ନାମ ରହିଛି । ପାର୍ଟି ପକ୍ଷରୁ ୨ ଜଣ ବିଧାୟକଙ୍କ ଟିକେଟ କାଟିଦିଆଯାଇଛି । ଚନ୍ଦ୍ରଭାନ ସିଂ ଏବଂ ଅଶୋକ ଲାହୋଟିଙ୍କ ଟିକେଟ କାଟିଛି ପାର୍ଟି । ରାଜସ୍ଥାନ କଂଗ୍ରେସରେ ୩୩ ନାମ ମଧ୍ୟରୁ ୩୨ ଜଣ ପୁରୁଣା ମୁହଁ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking