36.1 C
Bhubaneswar
Thursday, May 2, 2024
Homeଓଡିଶାପୁରୀ ବାସେଳୀ ସାହି ଥାନା ଆଇଆଇସିଙ୍କ ବଦଳି

ପୁରୀ ବାସେଳୀ ସାହି ଥାନା ଆଇଆଇସିଙ୍କ ବଦଳି

ପୁରୀ : ପୁରୀ ଆଇଆଇସି ଜୀବନାନନ୍ଦ ଜେନାଙ୍କୁ ବଦଳି କରାଯାଇଛି । ତା’ଙ୍କ ବଦଳରେ ବଳଙ୍ଗା ଆଇଆଇସି ସଞ୍ଜୀବ ନାୟକଙ୍କୁ ପ୍ରଧାନସାହି ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି । ଏହି ବାସେଳି ଥାନା ସହ ଅନ୍ୟ ୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି ।
ସୂଚନାଯୋଗ୍ୟଯେ ପୂରୀ ପୋଲିସ ହରଜତ ମାମଲାରେ ବାସେଳିଥାନା ଚର୍ଚ୍ଚାକୁ ଆସିଥିଲ । କେ.ରମେଶଙ୍କ ମୃତ୍ୟୁ ପୋଲିସ ହାଜତରେ ହୋଇଥିବା ବେଳେ ତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲ । ଯେଉଁଥିରୁ ଜଣାପଡ଼ିଥିଲା ଯେ ତାଙ୍କ  ମୁଣ୍ଡରେ ୧୬ଟି ଆଘାତ ଚିହ୍ନ ଅଛି । ଏହା ସହ ମୁଣ୍ଡରେ ମଧ୍ୟ ଗଭୀର କ୍ଷତ ଚିହ୍ନ ରହିଛି । ଏହି ଘଟଣାର ବିଶେଷ ଭାବରେ ତଦନ୍ତ ଚାଲିଛି । ତେବେ ଏହି ଘଟଣାକୁ କେନ୍ଦ୍ରକରି ଏସପି ଅଖିଳେଶ୍ୱର ସିଂହଙ୍କୁ ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking