32.1 C
Bhubaneswar
Friday, May 17, 2024
Homeଦେଶ ବିଦେଶପିକଅପ୍ ଲଗାଇ ଘରୁ ଲୁଟିନେଲେ

ପିକଅପ୍ ଲଗାଇ ଘରୁ ଲୁଟିନେଲେ

ପାଟଣା : ତୁରୁମୁଙ୍ଗା ଥାନା ଅନ୍ତର୍ଗତ ପୁଟୁଗାଁ ଗ୍ରାମରେ ଦିନବେଳା ଘର ଆଗରେ ପିକଅପ ଲଗାଇ ଚୋରମାନେ ଗ୍ରାମର ବନ ବିହାରୀ ମୁଣ୍ଡାଙ୍କ ଘରୁ ବଡ଼ ଏଲସିଡିଟିଭି, ନଗଦ ୧୫ ହଜାର ଟଙ୍କା ଓ କଂସା ବାସନକୁସନ ଆଦି ଲୁଟିନେଇ ଫେରାର ହୋଇ ଯାଇଛନ୍ତି। ସ୍ୱାମୀ ସ୍ତ୍ରୀ ବାହାରକୁ କୌଣସି କାମରେ ଯାଇ ଦିନ ସାଢେ ୧୧ଟା ସମୟରେ ଘରୁ ଚୋରୀ ହୋଇଥିବା ଜାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଏସ୍ ଆଇ ରସାନନ୍ଦ ନାୟକ ଘଟଣାର ତଦନ୍ତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking