26.7 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗକାମାକ୍ଷାନଗରରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ; ୨ମୃତ

କାମାକ୍ଷାନଗରରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ; ୨ମୃତ

ଢେଙ୍କାନାଳ : ଢେଙ୍କାନାଳ କାମାକ୍ଷାନଗର ଠାରେ ସଡ଼କ ଦୁର୍ଘଟଣାରେ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଛି । ଖଟୁଆହତା ନିକଟରେ ଭାରସାମ୍ୟ ହରାଇ କାରଟି ଦୁର୍ଘଟଣା ଗସ୍ତ ହୋଇଛି । ସୂଚନାଯୋଗ୍ୟଯେ କାମାକ୍ଷାନଗର ଥାନା ବାଲିସାହିର ଗର୍ଭବତୀ ପୁଷ୍ପାଞ୍ଜଳି ବେହେରାଙ୍କୁ କାର ଯୋଗେ ଅଲଟ୍ରାସାଉଣ୍ଡ ପାଇଁ ଢେଙ୍କାନାଳ ନିଆଯାଇଥିଲ । ଫେରିବା ରାସ୍ତାରେ ଏପରି ଗୁର୍ଘଟଣା ହୋଇଛି । ମୃତକ ଦୁଇଜଣ ହେଉଛନ୍ତି ଗାାଁ ଆଶାକର୍ମି ଲକ୍ଷ୍ମୀ ନାୟକ ଓ ଗାଁର ଅନ୍ୟ ଜଣେ ମହିଳ । ତେବେ ଗର୍ଭବତୀଙ୍କୁ ଗୁରୁତର ଅବସ୍ଥାରେ ବେଡ଼ିକାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking