30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ଭୁବନେଶ୍ୱର : ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ । ଟୁଇଟ୍ ଜରିଆରେ ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାର ବିକାଶରେ ବିଷ୍ଣୁ ବାବୁଙ୍କ ଅତୁଳନୀୟ ଅବଦାନ ଥିଲା । ଜଣେ ପରିଶ୍ରମୀ ବିଧାୟକଭାବେ ତାଙ୍କର ନିଆରା ପରିଚୟ ଥିଲା ।ତାଙ୍କ ବିୟୋଗରେ ମୁଁ ମର୍ମାହତ , ପରିବାରକୁ ସମବେଦନା ଜଣାଉଛି ।


ବିଷ୍ଣୁ ସେଠୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ଅଫିସିଆଲ ଟୁଇଟ ଜରିଆରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କ ଶୋକ । ଶ୍ରୀ ସେଠୀଙ୍କ ପରଲୋକରେ ସୃଷ୍ଟ ଶୂନ୍ୟସ୍ଥାନ ପୂରଣ ହେବା କଷ୍ଟକର । ତାଙ୍କ ପରିବାର , ଜ୍ଞାତି ପରିଜନଙ୍କୁ ସମବେଦନ ଜଣାଇଛନ୍ତି ରାଷ୍ଟ୍ରପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking