29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶରାଷ୍ଟ୍ରପତିଙ୍କ ସମ୍ବୋଧନ

ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ:ସଂସଦର ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । ସେଣ୍ଟ୍ରାଲ ହଲରେ ଉଭୟ ଗୃହର ସଦସ୍ୟଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ନୂଆ ଭାରତ ନିର୍ମାଣ ପାଇଁ ରାଷ୍ଟ୍ରପତିଙ୍କ ଆହ୍ୱାନ । ଏହି ଦଶନ୍ଧି ନୂଆ ଭାରତ ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମର ସମ୍ବିଧାନ ଦେଶବାସୀଙ୍କ ଆଶା, ଆକାଂକ୍ଷାକୁ ପୂରଣ କରୁଛି । ତଲାକ ବିଲ, ଉପଭୋକ୍ତା ଆଇନ ପ୍ରଣୟନ କରାଯାଇଛି । ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ମୋ ସରକାର କାମ କରୁଛି ।  ଓ ଅର୍ନ୍ତଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଛି ।  ୩୭୦  ଓ ୩୫ଏ ଉଚ୍ଛେଦ ଶ୍ୟାମା ପ୍ରସାଦଙ୍କ ସ୍ୱପ୍ନ ପୂରଣ କରିଛି । ଜାମ୍ମୁ- କାଶ୍ମୀରର ଭାରତରେ ପୂର୍ଣ୍ଣ ମିଶ୍ରଣ ସମ୍ଭବ ହୋଇଛି । ଲଦାଖ ବାସୀଙ୍କ ବହୁ ଦିନର ସ୍ୱପ୍ନ ମଧ୍ୟ ପୂରଣ ହୋଇଛି । ବିକାଶ ପଥରେ ଆଗେଇ ଚାଲିଛି ଜାମ୍ମୁ- କାଶ୍ମୀର ।

https://onakhabar.com/2020/01/31/save-children-rescued-suspect-killed/
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking