39.1 C
Bhubaneswar
Friday, April 26, 2024
Homeଅପରାଧନିର୍ଭୟା ଗଣଦୁଷ୍କର୍ମ ମାମଲା: ଫାଶି ଟାଳିବାକୁ ପ୍ରୟାସ

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଫାଶି ଟାଳିବାକୁ ପ୍ରୟାସ

ନୂଆଦିଲ୍ଲୀ: ୪ ନିର୍ଭୟା ଦୋଷୀଙ୍କ ଫାଶି ଟାଳିବାକୁ କୋର୍ଟରେ ପ୍ରୟାସ । କୋର୍ଟରେ ଯୁକ୍ତି ଉପସ୍ଥାପନ କରୁଛନ୍ତି ୪ ଦୋଷୀଙ୍କ ଓକିଲ । ବିଚାର ପ୍ରକ୍ରିୟା ସରିନଥିବାରୁ ଫାଶି ପରେ ରୋକ ଲଗାଇବା ପାଇଁ ଦାବି । ଡେଥ ୱାରେଣ୍ଟ ଆଉ ୧୪ଦିନ ଘୁଞ୍ଚାଇବାକୁ ଓକିଲଙ୍କ ଅପିଲ । ଦୋଷୀ ଓକିଲଙ୍କ ଦାବିକୁ ସରକାରୀ ଓକିଲଙ୍କ ଦୃଢ ବିରୋଧ । କେବଳ ଜଣକୁ ଛାଡି ଆଉ ୩ଜଣଙ୍କୁ ଫାଶି ଦେବାକୁ କହିଲେ । ରାଜକ୍ଷମା ମାଗିଥିବା ବିନୟକୁ ଛାଡି ଅନ୍ୟଙ୍କୁ ଫାଶି ଦେବାକୁ ଦାବି କରିଛନ୍ତିି ଦୋଷୀଙ୍କ ଓକିଲ । କାଲି ୩ଜଣଙ୍କୁ ଫାଶି ଦେବାକୁ ତିହାର ଜେଲ ପ୍ରସ୍ତୁତ ବୋଲି ସରକାରୀ ଓକିଲ କହିଛନ୍ତି ।
https://onakhabar.com/2020/01/29/nirbhaya-rape-case-4/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking