30.1 C
Bhubaneswar
Saturday, April 27, 2024
Homeଖେଳସ୍ୱର୍ଣ୍ଣ ଜିତିଲେ ଓଡିଆ ପୁଅ

ସ୍ୱର୍ଣ୍ଣ ଜିତିଲେ ଓଡିଆ ପୁଅ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଲେ ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଜିତିଲେ ଓଡିଆ ପୁଅ ପ୍ରମୋଦ । ଫାଇନାଲରେ ବ୍ରିଟେନ ପ୍ରତିନ୍ଦ୍ୱନ୍ଦୀଙ୍କୁ ହରାଇ ସେ ସ୍ୱର୍ଣ୍ଣ ଜିତିଛନ୍ତି । ବ୍ରିଟେନ ପ୍ରତିଦ୍ୱନ୍ଦୀଙ୍କୁ ୨୧-୧୪, ୨୧-୧୭ ସେଟରେ ହରାଇଛନ୍ତି । ୪ ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।
ଅନ୍ୟପଟେ  ସ୍ୱର୍ଣ୍ଣ ଆଣିଥିବାରୁ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତବାସୀଙ୍କ ହୃଦୟ ଜିତିଛନ୍ତି ପ୍ରମୋଦ । ତାଙ୍କ ସଫଳତା କୋଟି କୋଟି ଭାରତୀୟଙ୍କୁ ଉଦବଦ୍ଧ କରିବ ବୋଲି ମୋଦି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking