38.1 C
Bhubaneswar
Wednesday, May 1, 2024
Homeଓଡିଶାବଢିବ ଯୁକ୍ତ ଦୁଇ ସିଟ୍‌

ବଢିବ ଯୁକ୍ତ ଦୁଇ ସିଟ୍‌

ଭୁବନେଶ୍ୱର: ଯୁକ୍ତ ଦୁଇ ସିଟ୍ ଠାରୁ ଅଧିକ ସଂଖ୍ୟାରେ ପିଲା ମାଟ୍ରିକ ପାସ୍ କରିବା ପ୍ରସଙ୍ଗରେ ଜୁନିଅର କଲେଜରେ ଯୁକ୍ତ ଦୁଇ ସିଟ ବଢାଇବା ପାଇଁ ଅନୁମତି ମିଳିଛି । ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ସରକାର ଅନୁମତି ଦେଇଛନ୍ତି । ଯେଉଁ ଜୁନିଅର କଲେଜମାନେ ଚାହିଁବେ ଆବେଦନ କରିପାରିବେ । ସିଟ୍ ବୃଦ୍ଧି ପାଇଁ ୭ ଦିନ ମଧ୍ୟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ସରେ ଅନଲାଇନ ଜରିଆରେ ଆବେଦନ କରିବାକୁ ନିର୍ଦ୍ଦେଶ ରହିଛି । ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୧୦ ପିଲା ମାଟ୍ରିକ ପାସ୍ କରିଛନ୍ତି । ତେବେ ରାଜ୍ୟରେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking