32.1 C
Bhubaneswar
Friday, May 17, 2024
Homeଓଡିଶା୮୦୦ କେଜି ଗଞ୍ଜେଇ ଜବତ

୮୦୦ କେଜି ଗଞ୍ଜେଇ ଜବତ

ବୌଦ୍ଧ : ବୌଦ୍ଧ ପୋଲିସକୁ ମିଳିଛି ବଡ ସଫଳତା । ଜବତ ହେଲା ୮୦୦ କେଜି ଗଞ୍ଜେଇ । ବୌଦ୍ଧ ଥାନା ଅନ୍ତର୍ଗତ ଲକଡପା ଗ୍ରାମ ନିକଟ ଜଙ୍ଗଲରେ ବେଆଇନ ଭାବେ ବିପୁଳ ପରିମାଣର ଗଞ୍ଜେଇ ରଖାଯାଇଥିଲା । ହାର ଖବର କୌଣସି ସୂତ୍ରରୁ ପୋଲିସକୁ ମିଳିଥିଲା । ହାପରେ ପୋଲିସର ଏକ ଟିମ ଜଙ୍ଗଲ ଭିତରେ ଚଢ଼ାଉ କରିଥିଲା । ଚଢ଼ଉବେଳେ ଘଟଣା ସ୍ଥଳରୁ ୮୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି । ତେବେ ପୋଲିସ କୁ ଦେଖି ଗଞ୍ଜେଇ ବ୍ୟବସାୟୀମାନେ ସେଠାରୁ ଫେରାର ହୋଇଯାଇଛନ୍ତି । ଏନେଇ ପୋଲିସ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking