33.1 C
Bhubaneswar
Thursday, April 25, 2024
Homeଓଡିଶାମା' ଜୟଚଣ୍ଡୀ ମନ୍ଦିର ପରିଷରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ମା’ ଜୟଚଣ୍ଡୀ ମନ୍ଦିର ପରିଷରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଯାଜପୁର : ଦଶରଥପୁର ବ୍ଲକ କୟାଁ ପଂଚାୟତସ୍ତିତ ମା ଜୟଚଣ୍ଡୀ ମନ୍ଦିର ପରିଷରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ପ୍ରଦିପ କୁମାର ମହାନ୍ତି, କୟାଁ ପଂଚାୟତର ବିଜେଡି ସଭାପତି ଚୌବନ ବାରିକ ପ୍ରମୁଖ  ଯୋଗଦେଇ ବୃକ୍ଷରୋପଣ କରିଥିଲେ ।  ପରିବେଶ ସୁରକ୍ଷା ଦୃଷ୍ଟିରୁ ଏହିଭଳି ପଦକ୍ଷେପକୁ ସ୍ୱାଗତ କରିବା ସହିତ ଅନ୍ୟ  ଖାଲି ପଡିଥିବା ସ୍ଥାନରେ ଚରାରୋପଣ ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍ୱେଚ୍ଛାସେବୀ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ପରିବେଶର ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀ ସମେତ ବହୁ ବୁଦ୍ଦିଜିବୀ ମାନେ ବେଶ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking