30.1 C
Bhubaneswar
Wednesday, April 24, 2024
Homeଓଡିଶାମାଈ ହାତୀର ମୃତ୍ୟୁ

ମାଈ ହାତୀର ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧାରେ ହାତୀ ମୃତ୍ୟୁ । ମଳିପଡ଼ା ଦଲକ ନିକଟରେ ପଡିରହିଛି ମାଇ ହାତୀର ମୂର୍ତ୍ତଦେହ । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତ ମାଈ ହାତୀର ବୟସ ୧୫ରୁ ୧୮ ବର୍ଷ ହେବ ବୋଲି କୁହାଯାଉଛି। ଦୀର୍ଘଦିନ ଧରି ଖୋର୍ଦ୍ଧା ଉପକଣ୍ଠରେ 28ଟିକିଆ ହାତୀପଲ୍ଲ ଉପଦ୍ରବ କରୁଛନ୍ତି । ବନ ବିଭାଗର ଅବହେଳା ଯୋଗୁଁ ହାତୀ ମୂର୍ତ ହୋଇଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଏହି ହାତୀପଲରେ ଉକ୍ତ ମାଈ ହାତୀଟି ଥିବାର ଅନୁମାନ କରାଯାଉଛି। ତେବେ ମାଈ ହାତୀର ମୃତ୍ୟୁର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking