ଟିଟିଲାଗଡ଼ ସହରାଞ୍ଚଳରେ ESMA

titilagarh and kantabanji ESMA

ଟିଟିଲାଗଡ଼ : ଟିଟିଲାଗଡ଼ ପୌରାଞ୍ଚଳ ଓ କଣ୍ଟାବାଞ୍ଜି ଏନ୍‌ଏସିରେ ESMA ଲାଗିଛି । ପରିମଳ ଓ ଜଳ ଯୋଗାଣ କର୍ମଚାରୀଙ୍କ ପାଇଁ ESMA ୬ମାସ ଲାଗିଛି । ପରିମଳ ଓ ଜଳ ଯୋଗାଣ କର୍ମଚାରୀଙ୍କୁ ୬ମାସ ଷ୍ଟ୍ରାଇକ୍ କରିବା ମନା ହୋଇଛି । ଏଥିସହ ପୌରାଞ୍ଚଳ ଓ କଣ୍ଟାବାଞ୍ଜି ଏନ୍‌ଏସିରେ ଷ୍ଟ୍ରାଇକ୍ କରିବା ବେଆଇନ ବୋଲି କୁହାଯାଇଛି । ESMA ଲାଗୁ ନେଇ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ ।

LEAVE A REPLY

Please enter your comment!
Please enter your name here