27.1 C
Bhubaneswar
Sunday, July 13, 2025
Homeଓଡିଶାବିଦ୍ୟୁତ୍ ଆଘାତ ଲାଗି ଜଣେ ମୃତ

ବିଦ୍ୟୁତ୍ ଆଘାତ ଲାଗି ଜଣେ ମୃତ

କାମାକ୍ଷାନଗର: ବରଯାତ୍ରୀ ଯାଉଥିବା ସମୟରେ ଡିଜେ ମେସିନରୁ ବିଦ୍ୟୁତ୍ ଆଘାତ ଲାଗି ଜଣେ ମୃତ, ୫ ଗୁରୁତର। କାମାକ୍ଷାନଗର ତୁମୁସିଙ୍ଗା ଥାନା କଦଳୀପାଳ ଜୁଆଙ୍ଗସାହିରେ ଅଘଟଣ। ବାହାଘର ଶୋଭାଯାତ୍ରା ଚାଲୁଥିବା ବେଳେ ସାହି ମଝିରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ଡିଜେ ଗାଡି l ସେହି ସମୟରେ ଡିଜେ ଗାଡି ସହ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କରେଣ୍ଟ ମାରିଥିଲା l ବିଦ୍ୟୁତ ଆଘାତରେ ୬ ଜଣ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ଗୁରୁତରଙ୍କୁ ଅଁଳାବେରେଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ l ସେଠାରେ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ l ସେଠାରେ ତାଙ୍କର ମୃତ୍ୟୁ ହୋଇଛି l ଅନ୍ୟ ପାଞ୍ଚ ଜଣଙ୍କ ଚିକିତ୍ସା ଜାରି ରହିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking