33.1 C
Bhubaneswar
Saturday, April 27, 2024
Homeଓଡିଶାଧର୍ମଶାଳା କଂଗ୍ରେସ ପ୍ରାର୍ଥୀନୀ ସ୍ମ୍.ତି ରେଖା ପହି କଂଗ୍ରେସ ହାତ ଛାଡିଲେ

ଧର୍ମଶାଳା କଂଗ୍ରେସ ପ୍ରାର୍ଥୀନୀ ସ୍ମ୍.ତି ରେଖା ପହି କଂଗ୍ରେସ ହାତ ଛାଡିଲେ

 

ଯାଜପୁର (ଅଭିମନ୍ୟୁ ମିଶ୍ର ) ଯାଜପୁର ଜିଲ୍ଲା ରେ କଂଗ୍ରେସ ଏକଦା ସଂଗଠନ ସୁଧୁଢ଼ ଥିଲା l. ଏବେ କଂଗ୍ରେସ ସ୍ଥିତି କ୍ରମଶଃ ଦୃର୍ବଳ ହୋଇ ପଡୁଛି l କଂଗ୍ରେସ 2ୟ ସ୍ଥାନ ରୁ ଖସି 3ୟ ସ୍ଥାନ କୁ ଖସିଛି କଂଗ୍ରେସ ଉପରୁ କର୍ମୀ ଓ ନେତା ମୁଂହ ଫେରାଇ ଅନ୍ୟ ଦଳ କୁ ଡ଼ିଆ ମାରୁଛନ୍ତି ବିଜେଡ଼ି ଦଳ ରେ ସାମିଲ ହେଉଛନ୍ତି l ସୁକିନ୍ଦା ବିଂଝାରପୁର ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀ ସଂଖ୍ୟା ଧିକ କଂଗ୍ରେସ କର୍ମୀ ବିଜେଡ଼ି କୁ ଲମ୍ଫ ମାରୁଛନ୍ତି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବିଜେପି ଯାଉ ଥିବା ର ଦେଖା ଯାଉଛି ବ୍ୟାସନଗର ମୁନୁସିପାଲିଟି ର କଂଗ୍ରେସ ର ଟାଣୁଆ ନେତା ତଥା ପୂର୍ବତନ ଚେୟାରମ୍ୟାନ ରସାନନ୍ଦ ମହାନ୍ତି କଂଗ୍ରେସ ଦଳ ପରି ତ୍ୟାଗ କରି ତାଙ୍କ ସମର୍ଥକ ସହ ବିଜେଡ଼ି ରେ ସାମିଲ ହୋଇଛନ୍ତି ଯାଜପୁର ରେ ସୁକିନ୍ଦା ରେ ମିଶ୍ରଣ ପର୍ବ ଦୈନିକ ଚାଲିଛି ବିଜେପି ମଧ୍ୟ କଂଗ୍ରେସ କର୍ମୀ ମାନଂକୁ ହାତେଇ ବାରେ ଲାଗିଛି l କଂଗ୍ରେସ ତାର ଦୁର୍ଗ କୁ ରକ୍ଷା କରିବା ରେ ବିଫଳ ହେଉଛି କଂଗ୍ରେସ ଦଳ ରେ ଗୋଷ୍ଠୀ କନ୍ଦଳ ହାଟ ଯାଇ ବାଟ ପଡୁଛି କଂଗ୍ରେସ ଦଳ ବଡ଼ ପଣ୍ଡା ପୂର୍ଵ ତନ ବିଧାୟକ ଓ ପୂର୍ଵ ତନ ମନ୍ତ୍ରୀ ମାନେ ଗୋଷ୍ଟି ରେ ବିଭକ୍ତ ହୋଇ ଭୁବନେଶ୍ୱର ବସି ରାଜନୀତି କରୁଛନ୍ତି ନିଜ ନିର୍ବାଚନ ମଣ୍ଡଳୀ ନେତା ଙ୍କ କଥା କାନକୁ ନେଉ ନାହାନ୍ତି l କଂଗ୍ରେସ କର୍ମୀ ହତାଶ ହୋଇ ବାଧ୍ୟ ହୋଇ ରାହା ଖୋଜୁଛନ୍ତି ଶେଷ ଅନ୍ୟ ଦଳ ସହ ସାମିଲ ହେଉଛନ୍ତି ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବିଧାନସଭା ପ୍ରାର୍ଥୀନୀ ସ୍ମତିରେଖା ପହି କଂଗ୍ରେସ ହାତ ଛାଡି ଛନ୍ତି l କଂଗ୍ରେସ ଦଳ ରୁ ପ୍ରର୍ଥମିକ ସବ୍ୟ ପଦ ରୁ ଇସ୍ତାପ ପତ୍ର ଦେହିଛନ୍ତି ।
ତାଙ୍କ ଇସ୍ତଫା ପତ୍ର ର ଉଲେଖ କରି ଛନ୍ତି କଂଗ୍ରେସ ବିଜେଡ଼ି ର ବି ଟିମି କଂଗ୍ରେସ ଉପରୁ ଆସ୍ଥା ହରାଇ ଛନ୍ତି ସେ ଧର୍ମଶାଳା ବାସୀ ଙ୍କ ସେବା କରିବେ ବିଶେଷ ସୂତ୍ର ଜଣା ପଡିଛି ବିଜେପି ମିଶିବା ପାଇଁ ବିଜେପି ନେତୃ ଵୁନ୍ଦ ତାଙ୍କ ସହ ଆଲୋଚନା ଜାରି ରଖିଛନ୍ତି l ପଦ୍ମ ଧରିବାର ଆଶଙ୍କା କରା ଯାଉଛି l

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking