38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକାଗଜବିହୀନ ହେଲା ପରିବହନ ବିଭାଗ

କାଗଜବିହୀନ ହେଲା ପରିବହନ ବିଭାଗ

ଭୁବନେଶ୍ୱର: ଅନଲାଇନ ହେଲା ରାଜ୍ୟ ପରିବହନ ପ୍ରାଧିକରଣ । ୯ଟି ଅନଲାଇନ ସେବାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲର୍ଣ୍ଣିଂ ଲାଇସେନ୍ସ ମୋବାଇଲ ଆପ ସେବାରେ ଓଡିଶା ହୋଇଛି ପ୍ରଥମ ଓ କାଗଜବିହୀନ ହୋଇଛି ଗାଡି ପଂଜୀକରଣ ସେବା । ଏବେ ଅନଲାଇନରେ ମିଳିବ ସମସ୍ତ ପ୍ରକାର ପରିବହନ ସେବା । ଅନଲାଇନରେ ଗାଡି ପଂଜୀକରଣଠାରୁ ମାଲିକାନା ପରିବର୍ତନ ଯାଏଁ ସେବା ଅନଲାଇନରେ ହେବ । ସେହିଭଳି କଣ୍ଟ୍ରାକ୍ଟ କ୍ୟାରେଜ ପରମିଟ୍ ଓ ବସ୍ ପରମିଟ୍ ଅନଲାଇନରେ ହେବ । ନିଜ ଇଚ୍ଛାରେ ହିତାଧିକାରୀ ବାଛିପାରିବେ ପରିବହନ କାର୍ଯ୍ୟାଳୟ । ୫ଟି କାର୍ଯ୍ୟକ୍ରମରେ ଜନକୈନ୍ଦ୍ରିକ ସେବା ଯୋଗାଇବା ଲକ୍ଷ୍ୟ ରହିଛି । ପ୍ରଥମ ରାଜ୍ୟ ଭାବରେ ଲାଗୁ ହେବ ଡିଜିଟାଲ ସିଗନେଚର ବ୍ୟବସ୍ଥା । ଉମଙ୍ଗ ଆପରେ ଲର୍ଣ୍ଣିଂ ଲାଇସେନ୍ସ ଆବେଦନ କରିହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking