31.1 C
Bhubaneswar
Sunday, May 5, 2024
Homeଓଡିଶାବଦଳି ନେଇ ଓଡିଶା ପୋଲିସ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି

ବଦଳି ନେଇ ଓଡିଶା ପୋଲିସ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର: ଆଜି ଓଡିଶା ପୋଲିସ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବଦଳି ଓ ପୋଷ୍ଟିଂ ନେଇ ବିଜ୍ଞପ୍ତି ଜାରି ହୋଇଛି । ଷ୍ଟେଟ ଏଷ୍ଟାବ୍ଲିସମେଣ୍ଟ ବୋର୍ଡରେ ଏହି ନିଷ୍ପତ୍ତି ହୋଇଛି । ତେବେ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ,ଅତିରିକ୍ତ ଏସପି ସତୀଶ ପ୍ରସାଦ ପାଢୀ, ଓପିଏସ, ଡିଏସପି, ଆଇୟୁସିଏଡବ୍ଲ୍ୟୁ, ଖୋର୍ଦ୍ଧା ଙ୍କ ବଦଳି ଅତିରିକ୍ତ ଏସପି, ଆଇୟୁସିଏଡବ୍ଲ୍ୟୁ, କୋରାପୁଟ ଭାବେ ହୋଇଛି । ସେହିଭଳି ଅତିରିକ୍ତ ଏସପି ଶ୍ରୀ ବାଙ୍କବିହାରୀ ମୁର୍ମୁ, ଓପିଏସ, ଡିଏସପି, ଷ୍ଟେଟ ଏଚଆରପିସି, କଟକ ଅତିରିକ୍ତ ଏସପି , ଅତିରିକ୍ତ ଡିଜିପି, ଆରଏଲୱାଇଏସ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି, ଭୁବନେଶ୍ୱର ଭାବେ ହୋଇଛି ।
ଅତିରିକ୍ତ ଏସପି ଅଟକୋ କୁଜୁରୀ, ଓପିଏସ, ଡିଏସପି,ଡିଆଇବି, ବରଗଡଙ୍କ ବଦଳି ଅତିରିକ୍ତ ଏସପି , ଆଇୟୁସିଏଡବ୍ଲ୍ୟୁ, ସମ୍ବଲପୁର
ଅତିରିକ୍ତ ଏସପି ଶ୍ରୀ ସୁରେଶ କୁମାର ନାଏକ, ଓପିଏସ, ଏସଡିପିଓ, ପାଟଣାଗଡଙ୍କ ବଦଳି ଅତିରିକ୍ତ ଏସପି ଆଇୟୁସିଏଡବ୍ଲ୍ୟୁ, କେନ୍ଦୁଝର
ଅତିରିକ୍ତ ଏସପି ଶ୍ରୀ ସୁରେଶ କୁମାର ଦାସ, ଓପିଏସ, ଏସଡିପିଓି,ଆନନ୍ଦପୁରଙ୍କ ବଦଳି ଅତିରିକ୍ତ ଏସପି ,ଖୋର୍ଦ୍ଧା
ଅତିରିକ୍ତ ଏସପି ଶ୍ରୀ ଗୋପାଳ କୃଷ୍ଣ ବେହେରା, ସିକ୍ୟୁରିଟି ଅଫିସର, ଓଏଲଏ, ଭୁବନେଶ୍ୱର ଗୃହ ବିଭାଗ ସହ ସିକ୍ୟୁରିଟି ଅଫିସର, ଓଏଲଏ, ଅତିରିକ୍ତ ଏସପି ଶ୍ରୀ ବିଜୟ ରଂଜନ କେରକେଟା, ଓପିଏସ, ଡିଏସଆରପି, ରାଉରକେଲାଙ୍କ ବଦଳି ଅତିରିକ୍ତ ଏସପି, ଆଇୟୁସିଏଡବ୍ଲ୍ୟୁ, ଭଦ୍ରକ
ଅତିରିକ୍ତ ଏସପି ଶ୍ରୀ ବେଣୁଧର ଭୋଇ, ଓପିଏସ, ଡିଏସପି,ଡିଆଇବି, ନବରଙ୍ଗପୁରଙ୍କ ବଦଳି ଅତିରିକ୍ତ ଏସପି, ଆଇୟୁସିଏଡବ୍ଲ୍ୟୁ, କଳାହାଣ୍ଡି
ଅତିରିକ୍ତ ଏସପି ଶ୍ରୀ ରବିନ୍ଦ୍ର କୁମାର ରାଉତ, ଓପିଏସ, ଡିଏସପି, ପିସିଆର ସେଲ, ଦେବଗଡଙ୍କ ବଦଳି ଅତିରିକ୍ତ ଏସପି ବୌଦ୍ଧ
ଅତିରିକ୍ତ ଏସପି ଶ୍ରୀ ଜଗଜୀବନ ପଟେଲ, ଓପିଏସ, ଡିଏସପି,ଡିଆଇବି, ଜାରସୁଗୁଡାଙ୍କ ବଦଳି ଅତିରିକ୍ତ ଏସପି, ଆଇୟୁସିଏଡବ୍ଲୁ, ସୋନପୁର
ଅତିରିକ୍ତ ଏସପି ଶ୍ରୀମତି ବିଜୟଲକ୍ଷ୍‌ମୀ ଆଚାର୍ଯ୍ୟ, ଓପିଏସ, ଡିଏସପି,ଏସସିଆରବି, ଭୁବନେଶ୍ୱରଙ୍କ ବଦଳି ଅତିରିକ୍ତ ଏସପି, ଷ୍ଟେଟ ଏଚଆରପିସି, କଟକ
ଅତିରିକ୍ତ ଏସପି ଶ୍ରୀ ପରମେଶ୍ୱର କିଷାନ, ଓପିଏସ, ଡିଏସପି, ଭିଜିଲାନ୍ସ ଅର୍ଗାନାଇଜେସନଙ୍କ ବଦଳି ଅତିରିକ୍ତ ଏସପି, ଭିଜିଲାନ୍ସ
ଅତିରିକ୍ତ ଏସପି ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଓପିଏସ, ଡିଏସପି,ଡିଆଇବି, ଜଗତସିଂହପୁରଙ୍କ ବଦଳି ଅତିରିକ୍ତ ଏସପି, ଆଇୟୁସିଏଡବ୍ଲ୍ୟୁ, ପୁରୀ
ଅତିରିକ୍ତ ଏସପି ଶ୍ରୀ ବାମଦେବ ସିଂ, ଓପିଏସ, ଡିଏସପି,ଡିଆଇବି, ମୟୁରଭଂଜଙ୍କ ବଦଳି ଅତିରିକ୍ତ ଏସପି ଗଜପତି
ଅତିରିକ୍ତ ଏସପି ଶ୍ରୀସୁରେନ୍ଦ୍ର ମାଝି, ଓପିଏସ, ଡିଏସଆରପି,କଟକଙ୍କ ବଦଳି ଅତିରିକ୍ତ ଏସପି ସୁନ୍ଦରଗଡ
ଅତିରିକ୍ତ ଏସପି ଶ୍ରୀ ପ୍ରଦୀପ କୁମାର ଦଲାଇ, ଓପିଏସ, ଏସଡିପିଓ,ନିମାପଡାଙ୍କ ବଦଲି ଅତିରିକ୍ତ ଏସପି ଗଂଜାମ
ଅତିରିକ୍ତ ଏସପି, ସ୍ରୀମତି ବିଲାସିନି ନାୟକ, ଓପିଏସ, ଡିଏସପି, ସିଆଇଡି ସିବିଙ୍କ ବଦଳି ଅତିରିକ୍ତ ଏସପି, ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ
ଅତିରିକ୍ତ ଏସପି ଶ୍ରୀ ସଚିଦାନନ୍ଦ କୁଆ, ଓପିଏସ, ଏସଡିପିଓ, ବରଗଡଙ୍କ ବଦଳି ଅତିରିକ୍ତ ଏସପି, ଝାରସୁଗୁଡା
ଅତିରିକ୍ତ ଏସପି ଶ୍ରୀ ଦିଲ୍ଲିପ ଚନ୍ଦ୍ର ବାଗ, ଓପିଏସ, ଏସଡିପିଓ, ଚମ୍ପୁଆଙ୍କ ବଦଳି ଅତିରିକ୍ତ ଏସପି, ଆଇୟୁସିଏଡବ୍ଲ୍ୟୁ, ବରଗଡ
ଶ୍ରୀ କୃତିବାସ ଜେନା, ଓପିଏସ(ଆଇ), ଅତିରିକ୍ତ ଏସପି, ଖୋର୍ଦ୍ଧାଙ୍କ ବଦଳି ଅତିରିକ୍ତ ଏସପି, ଆଇୟୁସିଏଡବ୍ଲ୍ୟୁ, କେନ୍ଦ୍ରାପଡା ଏବଂ ଶେଷରେ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମିଶ୍ର,ଓପିଏସ(ଆଇ), ଅତିରିକ୍ତ ଏସପି, ଆଇୟୁସିଏଡବ୍ଲ୍ୟୁ, ବରଗଡଙ୍କ ବଦଳି ଅତିରିକ୍ତ ଏସପି, ବରଗଡ ଭାବେ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking