38.1 C
Bhubaneswar
Friday, April 26, 2024
Homeଓଡିଶାଏବେ ୟୁଟ୍ୟୁବ ରେ ପଢିବେ ଯୁକ୍ତ ଦୁଇ ପିଲା

ଏବେ ୟୁଟ୍ୟୁବ ରେ ପଢିବେ ଯୁକ୍ତ ଦୁଇ ପିଲା

ଭୁବନେଶ୍ୱର : ଏକାଦଶ ଓ ଦ୍ଵାଦଶ ପାଠ ପଢାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା । ଏବେ ସେମାନଙ୍କୁ ୟୁଟ୍ୟୁବ୍‌ରେ ପାଠ ପଢାଯିବା ନେଇ ନିଷ୍ପତ୍ତି ନିଆ ଯାଇଛି । ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ୟୁଟ୍ୟୁବ୍‌ରେ ପାଠ ପଢା ଯାଉଥିଲା । ଯାହା ଅନେକ ଦୂର ପର୍ଯ୍ୟନ୍ତ ସଫଳ ହୋଇଥିଲା । ଯେଉଁ ଛାତ୍ରଛାତ୍ରୀମାନେ କୋଭିଡ୍ ମହାମାରୀକୁ ନେଇ କ୍ଲାସ୍ କରିପାରୁ ନାହାଁନ୍ତି ସେମାନେ ଘରେ ରହି ୟୁଟ୍ୟୁବ୍‌ରେ ପାଠ ପଢି ପାରିବେ । ୟୁଟ୍ୟୁବ୍‌ରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ସିଲାବସ୍ ଉପଲବ୍ଧ ହୋଇପାରିବ । ଏହାଦ୍ଵାରା ଛାତ୍ରଛାତ୍ରୀମାନେ ଆହୁରି ଅଧିକ ଉପକୃତ ହେବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking