27.1 C
Bhubaneswar
Tuesday, May 7, 2024
Homeଓଡିଶାଆଜି ଠାରୁ ଭକ୍ତ ପାଇବେ ନୀଳାଚଳ ଅବଢା

ଆଜି ଠାରୁ ଭକ୍ତ ପାଇବେ ନୀଳାଚଳ ଅବଢା

ପୁରୀ : ଶ୍ରୀମନ୍ଦିର ରତ୍ନବେଦୀକୁ ବିଜେ କରିଛନ୍ତି ଶ୍ରୀଜିଉ । ଆଜି (ଶନିବାର) ଠାରୁ ଶ୍ରୀମନ୍ଦିରରୁ ନୀଳାଚଳ ଅବଢା ବାହାରିବ । ଭକ୍ତଙ୍କୁ ମିଳିବ ଏହି ଅବଢା । ଏଥିପାଇଁ ପ୍ରଶାସନ ପକ୍ଷରୁ ଉତ୍ତର ଦ୍ବାର ନିକଟରେ ବ୍ୟବସ୍ଥା ହୋଇଛି । ସୁଆର ମହାସୁଆର ନିଯୋଗ ପକ୍ଷରୁ ଅବଢ଼ା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ଭକ୍ତ ପାଇବେ ନୀଳାଚଳ ଅବଢା । ନବଦିନାତ୍ମକ ମାଉସୀ ଘର ଯାତ୍ରାସାରି ଗତକାଲି (ଶୁକ୍ରବାର) ରତ୍ନବେଦୀରେ ବିରାଜିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଫଳରେ ରଥଯାତ୍ରା ପାଇଁ ବନ୍ଦ ଥିବା ନୀଳାଚଳ ଅବଢା ଆଜି ଠାରୁ ମିଳିବ । ତେବେ ନୀଳାଚଳ ଅବଢ଼ା ଭକ୍ତ ମାନେ କିଭଳି ସୁରୁଖୁରୁରେ ପାଇବେ ସେନେଇ ପ୍ରଶାସନ ପକ୍ଷରୁ ଉତ୍ତର ଦ୍ୱାର ନିକଟରେ ବ୍ୟବସ୍ଥା ହୋଇଛି । ସୁଆର ମହାସୁଆର ନିଯୋଗ ପକ୍ଷରୁ ଅବଢ଼ା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking