29.1 C
Bhubaneswar
Tuesday, May 7, 2024
Homeଓଡିଶାହୀରାକୁଦର ଖୋଲିଲା ୪ଟି ଗେଟ

ହୀରାକୁଦର ଖୋଲିଲା ୪ଟି ଗେଟ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଖୋଲିଛି ୪ଟି ଗେଟ୍ । ଦ୍ୱିତୀୟ ପର୍ଯ୍ୟାୟ ବନ୍ୟାଜଳ ନିଷ୍କାସନ ପାଇଁ ୪ଟି ଗେଟ ଖୋଲିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଲଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଛି । ହୀରାକୁଦରୁ ଏତେ ପରିମାଣରେ ଜଳ ନିସ୍କାସନ ହେବା ଫଳରେ ମହାନଦୀ ଫୁଲୁଛି ।
ଅଧିକ କ୍ୟୁସେକ ଜଳ ପ୍ରବାହିତ ହେଲେ ମହାନଦୀର ତଳମୁଣ୍ଡରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ହୋଇଥାଏ । ମହାନଦୀରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ଆକଳନ କରାଯାଉଛି । ଏହା ଦ୍ୱାରା ପୁରୀ, କଟକ, ଜଗତସିଂହପୁର ଆଦି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଥିବା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking