28.1 C
Bhubaneswar
Saturday, April 27, 2024
Homeଓଡିଶାନିଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ଶ୍ରମିକ ବିରୋଧୀ ଆନ୍ଦୋଳନ

ନିଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ଶ୍ରମିକ ବିରୋଧୀ ଆନ୍ଦୋଳନ

ଯାଜପୁର : କଳିଂଗ ନଗର ଶିଳ୍ପାଞ୍ଚଳରେ ଥିବା ନିଳାଚଳ କାରଖାନା କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର ପ୍ରତିବାଦରେ ଆଏନ୍‌ୟୁଟିସି ବିଭିନ୍ନ ବିରୋଧୀ ଶ୍ରମିକ ସଂଗଠନ ପକ୍ଷରୁ ଧାରଣା ୨୪ଦିନରେ ପହଞ୍ଚିଛି । ଏହି ଧାରଣାକୁ ଆଏନ୍‌ୟୁଟିସିର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ନେତୃତ୍ୱରେ ଆନ୍ଦୋଳନ ଚାଲୁରହିଛି । ଏହି ଆନ୍ଦୋଳନକୁ ଜୋରଦାର କରାଯାଇଛି । କେନ୍ଦ୍ର ସରକାର ନିଳାଂଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର କରିବା ପାଇଁ ନିଷ୍ପତି ନେଇଛନ୍ତି । ନିଳାଂଚଳ ନିଗମରେ କାର୍ଯ୍ୟ କରୁଥିବା ୩ହଜାର କର୍ମଚାରୀମାନଙ୍କ ଭବିଷ୍ୟତ ନଷ୍ଟ ହେଉଛି । କେନ୍ଦ୍ର ସରକାର ନିଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ନିଷ୍ପତିକୁ ପୁନଃବିଚାର ନ କରାଗଲେ ଅନ୍ଦୋଳନ ଦୁର୍ବାହାର କରାଯିବ ବୋଲି ଶ୍ରୀ ମହାନ୍ତି ସମେତ ରଂଜନ କୁମାର ନାୟକ,ବାବୁଲି ପୃତି, ପରମାନନ୍ଦ ସେଠୀ, ମଇରାମ ପୃତି ପ୍ରମୁଖ ବିଭିନ୍ନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦରକାର ପଡ଼ିଲେ ସମଗ୍ର କଳିଂଗ ନଗରର ଶିଳ୍ପାଚଂଳରେ ଅର୍ଥନୈତିକ ଅବରୋଦ୍ଧ କରାଯିବ ।
https://onakhabar.com/2020/02/03/strike-for-ct-hospital/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking