33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଏନସିସି କମିଟି:  ବୈଜୟନ୍ତ ଅଧ୍ୟକ୍ଷ

ଏନସିସି କମିଟି:  ବୈଜୟନ୍ତ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଏନସିସିକୁ ଅଧିକ ସମୟୋପଯୋଗୀ କରିବାକୁ କମିଟି ଗଠନ ହୋଇଛି । ପ୍ରତିରକ୍ଷା ମନ୍ତ୍ରାଳୟ ଗଠନ କରିଛି ହାଇଲେବଲ ଏକ୍ସପର୍ଟ କମିଟି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । କମିଟିରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ସଦସ୍ୟ ମନୋନୀତ ହୋଇଛନ୍ତି । ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ସାଂସଦ  ବିନୟ ସହସ୍ରବୁଦ୍ଧେ ବି ସଦସ୍ୟ ଅଛନ୍ତି । ଏନସିସିକୁ ଅଧିକ ସମୟୋପଯୋଗୀ ପାଇଁ କମିଟି ବିଶ୍ଲେଷଣ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking