29.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗନୟାଗଡ ଆଇଆଇସି ସସପେଣ୍ଡ

ନୟାଗଡ ଆଇଆଇସି ସସପେଣ୍ଡ

ଭୁବନେଶ୍ୱର: ନୟାଗଡ ଥାନା ଆଇଆଇସି ରୀତାରାଣୀ ସାହୁ ସସପେଣ୍ଡ ହୋଇଛନ୍ତି । ନୟାଗଡ ଏସଡିପିଓ ନିରଂଜନ ସାହୁଙ୍କୁ କନ୍ଧମାଳ ଡିଏସପି ଭାବରେ ବଦଳି ମଧ୍ୟ କରାଯାଇଛି । ସସପେଣ୍ଡ ଓ ବଦଳି ନେଇ ପୋଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ଏଠାରେ ସୂଚନାଯୋଗ୍ୟ, ପରୀ ହତ୍ୟା ଘଟଣାକୁ ନେଇ ବିବାଦରେ ଥିଲେ ଉଭୟ ଅଧିକାରୀ । ପରୀ ମା କୁ ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ମଧ୍ୟ ରହିଥିଲା । ତେବେ ଆଇଆଇସି ତାଙ୍କୁ ଦୁର୍ବବ୍ୟବହାର କରିଥିବା ନେଇ ପରୀର ମା ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking