26.1 C
Bhubaneswar
Friday, May 10, 2024
Homeଅପରାଧରାଜଧାନୀରେ ମର୍ଡର

ରାଜଧାନୀରେ ମର୍ଡର

ଭୁବନେଶ୍ୱର: ରାଜଧାନୀରେ ଆଜି ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ଛୁରାମାଡରେ ଯୁବକଙ୍କ ମୃତ୍ୟୁ ହୋଇଛି । ସହିଦନଗର ଥାନା ସୈନିକ ସ୍କୁଲ ନିକଟରେ କେକ ଖାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ପରେ ଛୁରାମାଡ ହୋଇଥିବା ଜଣାପଡିଛି । ଫଳରେ ଛୁରାମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୋଜନା ମୁତାବକ ଏହି ହତ୍ୟାକାଣ୍ଡ କରାଯାଇଥିବା ସୂଚନା ମିଳିଛି । ଦିନକୁ ଦିନ ରାଜଧାନୀ ରେ ଚୋରି, ମର୍ଡର ଭଳି ଅପରାଧ ବଢି ବଢି ଚାଲିଛି । ଫଳରେ ଭୁବନେଶ୍ୱରବାସୀ ଏବେ ଅସୁରକ୍ଷିତ ମନେ କରୁଛନ୍ତି । ଯେତେପ୍ରକାର ଚେଷ୍ଟା କରାଗଲେ ବି ଅପରାଧିକ କାର୍ଯ୍ୟକଳାପ ରୋକିବାରେ ପୋଲିସ ଅସଫଳ ହେଉଥିବା ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking