28.1 C
Bhubaneswar
Saturday, April 27, 2024
Homeଅପରାଧହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡା: ଟିକିରି ଓଡକଣା ଛେଳିଆ ମାଝୀ ହତ୍ୟା ମାମଲା । ୯ଜଣ ଦୋଷୀ ସାବ୍ୟସ୍ତ । ହତ୍ୟାକାରୀ ମାନେ ହେଲେ ସେହି ଗ୍ରାମର ବାଲି ମାଝୀ,ସନ୍ତୋଷ ମାଝୀ, ପତିଡି ମଝି, ନରୀ ମାଝୀ,କୁଶ ମାଝୀ, କୃଷ୍ଣ ମାଝୀ, ସଦା ମାଝୀ, ସାଲୁ ମାଝୀ ଓ କବି ମାଝୀ । ସମସ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଓ ଦୌରା ଜଜ ସୋମ ଶେଖର ଜେନା ।
ସୂଚନା ଅନୁସାରେ,୨୦୧୭ମସିହା ନଭେମ୍ବର ୩୦ତାରିଖରେ ରାତି ୮ଟା ସମୟରେ ଅଭିଯୁକ୍ତ ମାନେ ଛେଳିଆଙ୍କୁ ଘରୁ ଡାକିନେଇ କଡୀଗରଡା ଜଙ୍ଗଲରେ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ । ଜମିଜମା ବିବାଦକୁ କେନ୍ଦ୍ରକରି ଏଭଳି ନୃଶଂସ ହତ୍ୟାକାଣ୍ଡ କରିଥିବା ଜଣାପଡିଛି ।
https://onakhabar.com/2019/12/16/rape-case-43/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking