33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକରୋନାରୁ ସୁସ୍ଥ ହେଲେ ନବରଙ୍ଗପୁର ସାଂସଦ

କରୋନାରୁ ସୁସ୍ଥ ହେଲେ ନବରଙ୍ଗପୁର ସାଂସଦ

ଭୁବନେଶ୍ୱର : କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ସେ ଗତ ୪ ତାରିଖରେ କରୋନା ସଂକ୍ରମିତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ । କରୋନାରେ ସଂକ୍ରମିତ ହେବା ପରେ ଉମରକୋଟ ସ୍ଥିତ ନିଜ ବାସଭବନରେ ହୋମ ଆଇସୋଲେସନରେ ରହିଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଲୋକଙ୍କ ଭଲ ପାଇବା ଯୋଗୁଁ ସେ କରୋନାକୁ ହରାଇବା ପାଇଁ ସକ୍ଷମ ହୋଇଛନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking