33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଭିଜିଲାନ୍ସ ଜାଲରେ କୋଟିପତି ଡ୍ରାଇଭର

ଭିଜିଲାନ୍ସ ଜାଲରେ କୋଟିପତି ଡ୍ରାଇଭର

ଭୁବନେଶ୍ୱର : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କୋଟିପତି ଡ୍ରାଇଭର । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଇନ୍ଦ୍ରାବତୀ ପ୍ରକଳ୍ପର ଅଵସରପ୍ରାପ୍ତ ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ର ଚଢାଉ । ଆର୍ୟବହିଭୁତ ସମ୍ପତି ଠୁଳ ଅଭିଯୋଗରେ ଧର୍ମଗଡ଼ ସ୍ଥିତ କୋଠା ଓ ତାଙ୍କ ଲଜରେ ଏକକାଳୀନ ଭାବରେ ମାଲକାନଗିରି ଏସପି ସୁଶାନ୍ତ କୁମାର ବିଶ୍ୱାଳ ଙ୍କ ନେତୃତ୍ବରେ ଭିଜିଲାନ୍ସ ଚାରିଗୋଟି ଟିମ୍‌ର ଚଢାଉ ଜାରି ରହିଛି । ପ୍ରାଥମିକ ସୁଚନାରୁ ସୁନା ଗହଣା ଜମି କାଗଜପତ୍ର, ବିମା କାଗଜପତ୍ର ଏଟିଏମ ବର୍ତ୍ତମାନ ସୁଦ୍ଧା ଜବତ କରାଯିବା ସହ ଅଧିକ ଚଢାଉ ଜାରି ରହିଛି । ଏହି ଚଢାଉ ରେ ଭିଜିଲାନ୍ସ ବାଭାଗର ମାଲକାନଗିରି ଡିଏସପି ସୁଶାନ୍ତ କୁମାର ବିଶ୍ବାଳ ଓ ନବରଙ୍ଗପୁର ଇନ୍ସପେକ୍ଟର କଲାବତି ବାଗଙ୍କ ନେତୃତ୍ବ ରେ ଚଢାଉ ଜାରି ରହିଥିବା ବେଳେ ଆୟ ବହିର୍ଭୁତ ସମ୍ପତି ର ଆକଳନ କରୁଛି ଭିଜିଲାନ୍ସ ଟିମ ତଦନ୍ତ ପରେ ସମସ୍ତ ସମ୍ପତି ର ଆନୁମାନିକ ମୁଲ୍ୟ ଜଣାପଡିବା ନେଇ ସୁଚନା ଦେଇଛନ୍ତି ଭିଜିଲାନ୍ସ ଟିମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking