30.1 C
Bhubaneswar
Saturday, April 27, 2024
Homeଓଡିଶାଅବକାରୀ ବିଭାଗକୁ ବଡ ସଫଳତା

ଅବକାରୀ ବିଭାଗକୁ ବଡ ସଫଳତା

ମୟୂରଭଞ୍ଜ :  ମୟୂରଭଞ୍ଜ ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା । କୁଳିଅଣା ଅବକାରୀ ଥାନା ଅଧୀନରେ ଥିବା କୁମ୍ଭାରମୁଣ୍ଡାକଟା ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ଅନିତା ଢ଼ାବାରୁ ୧୦୦ରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ ସହ ଦୁଇ ଅଭିଯୁକ୍ତ ଗିରଫ। ଦୁଇ ଅଭିଯୁକ୍ତ ହେଲେ ବୁଢ଼ାମରାର ବୁଲୁ ସରଘରିଆ ଓ ବିମ୍ବାଧର ନାୟକ। ସୂଚନା ମୁତାବକ କୌଣସି ସୂତ୍ରରୁ ଖବରପାଇ ଜିଲ୍ଲା ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେଟ ଦିବ୍ୟକିଶୋର ଟଣ୍ଡେଲଙ୍କ ନେତୃତ୍ୱରେ ଏକ ପାଞ୍ଚଜଣିଆ ସ୍ୱତନ୍ତ୍ର ଟିମ ଅତର୍କିତ ଭାବେ ଢ଼ାବା ଉପରେ ଚଢ଼ଉ କରିଥିବା ଜଣାପଡ଼ିଛି। ଅନ୍ୟପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଚାଲିଥିବା ଚୋରା ଦେଶୀ ବିଦେଶୀ ମଦ ଦୋକାନ ଉପରେ ଚଢ଼ଉ କରାଯିବ ବୋଲି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking