36.1 C
Bhubaneswar
Thursday, May 2, 2024
Homeଅପରାଧଲାଞ୍ଜିଗଡ଼ରେ ମାଓ ପୋଷ୍ଟର

ଲାଞ୍ଜିଗଡ଼ରେ ମାଓ ପୋଷ୍ଟର

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତର ଆମ୍ବଗୁଡା ଗ୍ରାମଠାରେ ରାସ୍ତା କଡର ଏକ କଲଭଟ,ଖଜୁରୀ ଗଛ ଓ ଠିକା କ୍ୟାମ୍ପର ଠିଆ ହୋଇ ଥିବା ଜେସିବି ଗାଡ଼ିରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ପୋଷ୍ଟର ରେ ରାସ୍ତା କାମକୁ ବିରୋଧ କରିବା ସହ ଠିକାଦାର ଓ ସୁପରଭାଇଜର ଙ୍କୁ ହତ୍ୟା ଧମକ ଦେଇଥୁବା ବେଳେ ଗ୍ରାମବାସୀ ଙ୍କୁ ସହଯୋଗ ନକରିବା ପାଇଁ ଲେଖା ହୋଇଛି । ପୋଷ୍ଟର ରେ ରାସ୍ତା କାମକୁ ବିରୋଧ କରୁଥିବା ହାତଲେଖ ପୋଷ୍ଟରରେ ଉଲ୍ଲେଖ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking