35.1 C
Bhubaneswar
Wednesday, May 8, 2024
Homeଓଡିଶାମାଲକାନଗିରି ଜିଲ୍ଲାରେ ସାମ୍ବାଦିକମାନଙ୍କୁ କୋଭିଡ ଟୀକାକରଣ

ମାଲକାନଗିରି ଜିଲ୍ଲାରେ ସାମ୍ବାଦିକମାନଙ୍କୁ କୋଭିଡ ଟୀକାକରଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଆଜି ସାମ୍ବାଦିକ ମାନଙ୍କୁ ସ୍ଵତନ୍ତ୍ର ଟୀକାକରଣ କରାଯାଇଛି ।ଏହି କାର୍ଯ୍ୟକ୍ରମ ଅପରାହ୍ନ 3 ଟା ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଚାଲିଥିଲା । ଜିଲ୍ଲାର ପ୍ରାୟ 80 ରୁ ଉର୍ଦ୍ଧ୍ବ ସାମ୍ବାଦିକ ଏହି ଟୀକାକରଣ କାର୍ଯ୍ୟକ୍ରମରେ ଯୋଗ ନେଇଥିଲେ । ମୁଖ୍ୟମନ୍ତ୍ରୀ ସାମ୍ବାଦିକ ମାନଙ୍କୁ କରୋନାର ଆଗ ଧାଡ଼ିର ଯୋଦ୍ଧା ଭାବେ ଘୋଷଣା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରେ ହୋଇଥିବାରୁ ଜିଲ୍ଲା ର ସମସ୍ତ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking