33.1 C
Bhubaneswar
Saturday, April 27, 2024
Homeଓଡିଶାପୁଣି ମୋ ବସରୁ ଲୁଟ

ପୁଣି ମୋ ବସରୁ ଲୁଟ

ଭୁବନେଶ୍ୱର : ପୁଣି ଆଜି ମୋ ବସରୁ ଚୋରି ହୋଇଛି । ୨ ଜଣ ଛାତ୍ରୀଙ୍କ ମୋବାଇଲ ଲୁଟ ହୋଇଛି । ରାଜଧାନୀର ଏକ ପ୍ରତିଷ୍ଠିତ କଲେଜର ୨ ଛାତ୍ରୀଙ୍କ ମୋବାଇଲ ଲୁଟ୍ । ଲେଡି ଲୁଟେରୀ ୨ ଛାତ୍ରୀଙ୍କ ମୋବାଇଲ ଲୁଟ କରିଥିବା ସନ୍ଦେହ ।ଲୁଟର ଶିକାର ହୋଇଥିବା ୨ ଛାତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । କାଲି ମୋ ବସରେ ଜଣେ କ୍ୟାନସର ରୋଗୀଙ୍କ ଠାରୁ ୧୫ ହଜାର ଲୁଟ ହୋଇଥିଲା । ଆଗରୁ ମଧ୍ୟ ମୋ ବସ ରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ଏଣିକି ଗାଡ଼ିରେ ଲାଗିବ ପ୍ୟାନିକ ବଟନ ଓ ଟ୍ରାକିଙ୍ଗ ଡିଭାଇସ୍

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking