ଏଣିକି ଗାଡ଼ିରେ ଲାଗିବ ପ୍ୟାନିକ ବଟନ ଓ ଟ୍ରାକିଙ୍ଗ ଡିଭାଇସ୍

ଭୁବନେଶ୍ୱର: ଏଣିକି ଗାଡ଼ିରେ ଲାଗିବ ପ୍ୟାନିକ ବଟନ ଓ ଟ୍ରାକିଙ୍ଗ ଡିଭାଇସ୍। ଗାଡ଼ିର ବେଗ ଠାରୁ ଆରମ୍ଭ କରି ବେଗ ପର୍ଯ୍ୟନ୍ତ ସବୁ କିଛି ଜାଣି ହେବ। ଭୁବନେଶ୍ୱରରେ ରହିବ ଏହାର କମାଣ୍ଡ କଂଟ୍ରୋଲ ରୁମ। ତିନି ଚକିଆ ଯାନକୁ ଛାଡି ଅନ୍ୟ ସମସ୍ତ ଯାତ୍ରୀବାହୀ ଓ ମାଲବାହୀ ଗାଡ଼ିରେ ଏ ବ୍ୟବସ୍ଥା ରହିବ। ଗଣଦୁଷ୍କର୍ମ ପରେ ପୀଡିତାଙ୍କୁ ନିବସ୍ତ୍ର କରି ଛାଡିଲେ ଦୁର୍ବୁତ୍ତ ଆଉ ତାପରେ…..