29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଚଳନ୍ତା ଟ୍ରେନ୍‌ରୁ ଲୁଟ୍‌, ୨ ଘଣ୍ଟା ଅଟକିଲା ଟ୍ରେନ୍‌

ଚଳନ୍ତା ଟ୍ରେନ୍‌ରୁ ଲୁଟ୍‌, ୨ ଘଣ୍ଟା ଅଟକିଲା ଟ୍ରେନ୍‌

ରାଞ୍ଚି: ଚଳନ୍ତା ଟ୍ରେନ୍‌ରେ ଲୁଟପାଟ୍ । ସମ୍ବଲପୁର-ଜମ୍ମୁ ତାୱି ଏକ୍ସପ୍ରେସରେ ଯାତ୍ରୀଙ୍କ ଠାରୁ ଲୁଟ୍‌ପାଟ୍ ଅଭିଯୋଗ ହୋଇଛି । ଝାଡ଼ଖଣ୍ଡର ଲାତେହାର ଓ ଡାଲଟନଗଞ୍ଜ ଷ୍ଟେସନ ମଝିରେ ଲୁଟପାଟ୍ ହୋଇଥିବା ସୂଚନା ମିଳିଛି । ଏସ୍‌-୯ବଗିରେ ଯାତ୍ରୀଙ୍କୁ ନିସ୍ତୁକ ପିଟି ଲୁଟିନେଇଛନ୍ତି ଦୁର୍ବୃତ୍ତ । ହାଲଟନଗଞ୍ଜ ଷ୍ଟେସନରେ ଟ୍ରେନ ପହଂଚିବା ପରେ ଯାତ୍ରୀମାନେ ହଙ୍ଗାମା କରିଥିଲେ । ଏଥିପାଇଁ ଡାଲଟନଗଞ୍ଜ ଷ୍ଟେସନରେ ୨ ଘଣ୍ଟା ଯାଏଁ ଅଟକିଥିଲା ଟ୍ରେନ୍ । ଯାହାଫଳରେ ଯାତ୍ରୀଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା ।ତେବେ ଏହି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ଏଭଳି ଅନେକ ଘଟଣା ଘଟୁଥିଲେ ସୁଦ୍ଧା । ଏଥିପ୍ରତି ଯାତ୍ରୀମାନେ ନିଜେ ସଜାଗ ହେବା ଜରୁରୀ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking