28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଖେଳନା ବନ୍ଧୁକ ଦେଖାଇ ଲୁଟ

ଖେଳନା ବନ୍ଧୁକ ଦେଖାଇ ଲୁଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଚୋରି, ଡକାୟତି ବଢ଼ିବାରେ ଲାଗିଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରର ପଟିଆ ସ୍ଥିତ କଳାରାହାଙ୍ଗରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତମାନେ ଖେଳନା ବନ୍ଧୁକ ଦେଖାଇ ୨.୭୮ ଲକ୍ଷ ଟଙ୍କା ବ୍ୟାଙ୍କରୁ ଲୁଟି ନେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking