29.1 C
Bhubaneswar
Sunday, May 5, 2024
Homeଓଡିଶାଭୋଟ ଦେବାକୁ ମିଳିବ ଛୁଟି

ଭୋଟ ଦେବାକୁ ମିଳିବ ଛୁଟି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ଚାକିରିଆଙ୍କୁ ମିଳିବ ଛୁଟି । ସରକାରୀ, ସରକାରୀ ଅନୁବନ୍ଧିତ, ନିଗମ, ବୋର୍ଡ କର୍ମଚାରୀଙ୍କୁ ଛୁଟି ମିଳିବ । ଆବେଦନ କଲେ ୩ ଦିନ ସ୍ପେଶାଲ କାଜୁଆଲ ଲିଭ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୋଟ ପୂର୍ବଦିନ, ଭୋଟ ଦିନ ଏବଂ ପରଦିନକୁ ମିଶାଇ ୩ ଦିନ ଛୁଟି ମିଳିବ । ଏନେଇ ସବୁ ସଚିବ, ଆରଡିସି, ଜିଲ୍ଲାପାଳଙ୍କୁ ପଂଚାୟତିରାଜ ସଚିବ ଚିଠି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking